ମୃତ୍ୟୁ

107 11 10
                                    

ମୃତ୍ୟୁ-କଣ ଥିଲା ଐ ମୃତ୍ୟୁ ର ପରିଭାଷା?


ଜୀବନ ର ଚକା ଭୌନ୍ରୀ ରେ ତ


କୌଥୀ ନିଜ କୁ ହଜାଇ ଦେଲି ଜଣା ନଥିଲା


ଜୀବନ ର ପ୍ରତି ମୁହୁର୍ତ ରେ ମୃତ୍ୟୁ କୁ ଡରିଲି


କିନ୍ତୁ କାହିଁକି?


ଐ ସମାଜ ର ନୀତି ନିୟମ ଠୁ ନା


ନିଜ ଭିତରେ ଥିବା ସେ ଦୁର୍ବଳ ମନବୃତି ଠୁ?


ଯେ ମୁ କଣ ସତରେ ଜାଣିଥିଲି କି ମୃତ୍ୟୁ ର ଅର୍ଥ କଣ?


କଣ ମୃତ୍ୟୁ ଐହ୍ୟ ଯେବେ ଆତ୍ମା ସରିର କୁ ତ୍ୟାଗ କରି ଦିଏ,


ନା ମୃତ୍ୟୁ ତେବେ ଯେବେ ସଂସାର ଭଂଗୀ ଯାଏ?


ମୃତ୍ୟୁ କଣ ସେୟା ଯେବେ କିଏ ନିଜର ଥାୟୀ କିନ ଭି ନିଜର ନଥାଏ?


ନା ଯେବେ ହୃଦୟ ତା ବିଛିନ ହୈ ଯାଏ?


କଣ ଥିଲା ସତରେ ଐ ମୃତ୍ୟୁ ର ପରିଭାଷା!


କେମିତି ଜନିବୀ ଐ ବାଟ ମୁ ଜାଣେ ନା...


କିଏ କହିବା ମତେ ସେ ମୃତ୍ୟୁ ର ପରିଭାଷା?


କିଚି ମୁ ଜାଣେ ନା...

ମୃତ୍ୟୁ (An Odiya poem)Место, где живут истории. Откройте их для себя