20 chapitres En cours d'écriture ମଣିଷ ର ମନ ପବନ ଠାରୁ ଅଧିକ ଗତିଶୀଳ।
ଏ ଗତିଶୀଳ ମନ ମଧ୍ୟରେ ଉଙ୍କି ମାରିଥାଏ
ଅସରନ୍ତି କଥା ଆସରନ୍ତି ସ୍ମୁରତି ଅନୁଭୂତି ।
ସେହି ସ୍ମୁତି ଅନୁଭୂତି କୁ ନେଇ ମୋର କବିତା
ଖାତା କଲମରେ ଲେଖୁ ଲେଖୁ ବେଳେବେଳେ ଲେଖି ବସିଛି ମୋ ମନରେ ଉଙ୍କି ମାରୁ ଥିବା
କିଛି କଥା କୁ କବିତା ଆକା ରରେଲେଖୁ ଲେଖୁ ଲେଖି ଦେଇଜି। ବହୁତ ଦିନ ଏକତ୍ର କରି ରଖିଥିବା କିଛି ଅକୁହା କଥା।ମୁଁ ଆଶା କରୁଛି ମୋର କବିତା ଗୁଡ଼ିକ ଆପଣ ମାନନଙ୍କମନକୁ ଛୁଇଁ ପାରିବ।